Abstract · Top ranked
ଓଡ଼ିଆ · poems
- ଜେଜେମା'Sujata Dash · 1 min read · 1.1K readsବୋହୁ ଆମର କହିଲା ..."ସବୁ ଭାଗ୍ୟ,ନହେଲେ
ଏଠି ଏତେ ସବୁ ପାକଳ ଥାଉ ଥାଉ"
"ହେ ଭଗବାନ!Abstract
- ମାଟି କାନ୍ଥBikesh Sahu · 1 min read · 590 readsଖଣ୍ଡି ଖଣ୍ଡି ଚାଲି ଥିଲି
ପୁଣି କେତେ ଯେ ପଡିଥିଲି
ଚକ୍ ଖଡି ଧରି ପ୍ରଥମ ଖଡି ଛୁଇଁଥିଲି
ମନ ଇଚ୍ଛା କେତେ ଯେ ଗାରେଇଥିଲି
ତା’ ,ମସୃଣ ଛାତିରେAbstract
- ଅନ୍ତସତ୍ତ୍ଵାPrakash kumar Sahu · 1 min read · 482 readsଚିରା ଉଦର ଖେତେଉଥିଲା
ସ୍ବପ୍ନମାନଙ୍କୁ
ଆଉ ନିଃସନ୍ତାନ ହେବାର ଭୟ
ଖେତେଉଥିଲା
ଅଭାଗିନୀ ନାରୀଟିକୁ।Abstract
- ମୁଁ ନାରୀRajabala Tripathy · 1 min read · 481 readsମୋର ଅସ୍ତିତ୍ବ ...
ସିମୀତ ନୁହେଁ..
ମୋ ଶରୀରରେ...
ଏକ ଅସିମିତ ସମ୍ଭାବନା ସହ...
ମୁଁ ନାରୀ...
ଠିକ ତୁମ ପରି..
ମଣିଷ ଟିଏ..।।Abstract
- ସଫଳତା ମିଳେ ଉଦ୍ୟମ କଲେବି. ନିରୁପମା · 1 min read · 629 readsଯେତେ ବଡ଼ ପଛେ ସମସ୍ୟା ଥିଲେ,
ସଫଳତା ମିଳେ ଉଦ୍ୟମ କଲେ ।
ଦୁହେଁ ଆସିଛନ୍ତି ମରତ ବୁଲି ,
ଲଡ଼ୁ ଖାଉ ଖାଉ ରହିଲୁ ଭୁଲି ।Abstract
- "ବର୍ଷା" Trupti Paikaray · 1 min read · 27.5K readsବର୍ଷା ଏକ ସ୍ମୃତି ସେଇ ପିଲାଦିନର,
କଳାହାଣ୍ଡିଆ ମେଘ ଦେଖି
ମାଆ କୋଳରେ ଲୁଚିବାର,
ବାପାଙ୍କ ଫେରିବା ବାଟକୁ ଚାହିଁ ମାଆ କାନ୍ଦିବାର I
ଅସରାଏ ବର୍ଷୀଯିବା ପରେ,
ଆମ୍ବବାଡିରୁ ଆମ୍ବ ଗୋଟେଇ ଭାଇ ସହ ଭାଗିଦାରୀ କରିବାର IAbstract
- ଦାଗ ସମ୍ଭାବନାରRajabala Tripathy · 1 min read · 550 readsକାରଣ..
କିଛି ଦାଗ ..
ଖୁବ ଜରୁରୀ..
ଖୁବ ସୁନ୍ଦର...
ଦାଗ ସମ୍ଭାବନା ର....।।Abstract
- ବୋଧେ ଏଇତ ଜୀବନDambarudhar Bag · 1 min read · 24.5K readsଏଇ ଆମ ବିଭୁ ଦତ୍ତ
ଶ୍ରେଷ୍ଠ ମଣିଷ ଜୀବନ
ଆଉ ଏଇ ବଞ୍ଚିବାର ଅନ୍ୟ ନାମ
ବୋଧେ ଏଇତ ଜୀବନ ।Abstract
- ଜନତା କର୍ଫ୍ଯୁSadananda Sahoo · 1 min read · 768 readsଆହେ ଦେଶ ବାସୀ କଲ୍ୟାଣ ସରାଗି
କରୋନା ବିରୁଦ୍ଧେ ଲଢ ,
ଭୁତାଣୁ ମରିବ ନପାଇଲେ ସ୍ପର୍ଶ
କାହିଁକି କରିବା ଭିଡ ॥Abstract
- ଦୁହିତାSanjukta Rout · 1 min read · 425 readsତଥାପି ସେ....
ପ୍ରପଞ୍ଚ ପୌରୁଷର
ଅହଂକାରର ଦୁନ୍ଧୁଭିରେ
ବ୍ୟସ୍ତ,ବଶୀଭୂତ ।
ସାବ୍ୟସ୍ତ କରିପାରେନି ସେ
ତା'ନିଜର ବିକ୍ଷିପ୍ତ ଅବସ୍ଥା ।Abstract
- ଦେଖିଛ କି କେବେ ମଣିଷକୁSARATA KUMAR DAS · 1 min read · 428 readsଚୌହଦୀ ମଧ୍ୟରେ
ହାଡ,ମାଂସ ,ରକ୍ତର ଶରୀର ନେଇ
ଦୁଃଖର କଣ୍ଟକିତ ଅର୍ଗଳିରେ
ଠୋ ଠୋ ହସୁଥିବା ମଣିଷକୁ
ଚିହ୍ନିବାଟା ସତରେ
ଏକଦମ୍ କଷ୍ଟ ।।Abstract
- ମଧୁଛନ୍ଦା ନାଚେ ତାଳ ପକେଇବି. ନିରୁପମା · 1 min read · 629 readsଆମେ ବି ଏକଥା ରଖିଲେ ମନେ ,
ସଫଳତା ନିଶ୍ଚେ ପାଇବା ଦିନେ ।।Abstract
- କୁଆଁର ପୁନେଇଁ ଜହ୍ନSARATA KUMAR DAS · 1 min read · 27.8K readsଜହ୍ନିଫୁଲ ଠୋ ଠା " "କାକୁଡି ଫୁଲ ଠୋ ଠା"
"କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ"
ଲହଡି ଭାଙ୍ଗୁଛି ଯାହା ଗଭୀର ନୀରବତା .....Abstract
- ସପନଟି ମିଠାମିଠାବି. ନିରୁପମା · 1 min read · 2.9K readsସବୁକିଛି ଏଠି କୁହୁକ ପରିକା
ମନସବୁ ହସହସ ,
ଆସିଲେ ଜାଣିବ ଆଉ ଯେତେ କଥା
ମନ ଜାନେ ବସବସ ।Abstract
- କଳନାBiswanath Nayak · 1 min read · 406 readsଧରଣୀ ଜାଣି ପାରେନା
ସହିବାକୁ ସବୁ ଭାର
ତା' ପାଖରେ ଅଛି କେତେ ସହନଶୀଳତା,
ଜନନୀ ପାରେନା ଜାଣି
ତା'ର ସ୍ନେହ ପଣତରେ
ସନ୍ତାନର ପାଇଁ କେତେ ବାତ୍ସଲ୍ୟ ମମତା।Abstract
- କୁନି ପରୀDambarudhar Bag · 1 min read · 369 readsଫୁଟିବା ଆଗରୁ ଛିଣ୍ଡାଅ ନି ତୁମେ
ତାକୁ ମୂଳରୁ ଦିଅନା ତାଡି ।
ଚେଷ୍ଟା କରନାହିଁ ଅଟକାଇବାକୁ
ଅଟକାଅନା ଜମା ତାହାକୁ ।Abstract
- ନିର୍ବାଣSARATA KUMAR DAS · 1 min read · 26.9K readsନିରୁକ୍ତ କାମନାର ଅନ୍ତରାଳେ
ସୁଗନ୍ଧିତ କସ୍ତୁରୀର ଅନ୍ବେଷଣ ନୁହେଁ
ବରଂ ଖୋଜେ ମୁଁ ନିର୍ବାଣର
ନିରୋଳା ପାଦଶଦ୍ଦ ।।Abstract
- କିମ୍ବଦନ୍ତୀBijay Barik · 1 min read · 446 readsବିଗୁଲ୍ ଶବ୍ଦ ରେ
ରଂଗା ରଂଗ ପରିବେଶ ଓ
ତୁମ ମାନଙ୍କ ଗୁମ୍ ସୁମ୍ ପଣରେ
ହଠାତ୍ ଘୁମେଇ ପଡିଛି
ତୁମ ସହ ବିତିଥିବାAbstract
- ଦୀପାବଳିBauribandhu Lenka · 1 min read · 25.6K readsଏ ଦେଶେ ଆମର ସୁଦୃଢ ଆମ ସଂସ୍କୃତି।
ଦୀପାବଳିର ଏ ପବିତ୍ର ତିଥିରେ
ଦେଶବାସୀ ସର୍ବେ ରହନ୍ତୁ ଖୁସିରେ
ହେଉ ଦେଶର ଉନ୍ନତି॥Abstract
- ଶୂନ୍ୟ ମନ୍ଦିର -(ଏକ)Shiba Charan Mahapatra · 1 min read · 429 readsଏକ ଘରେ ଦୁଇ ଭିନ୍ନ ତରବାରୀ
ସଙ୍ଗୀତ କି ଜମେ ଆସର
ଘଣ୍ଟ ଶଙ୍ଖ ଧ୍ୱନୀ ପ୍ରକମ୍ପିତ ହେବ
ମନ୍ଦିରେ ଫେରିଲେ ଠାକୁର..Abstract
Loading…