English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଗଉଡ଼ପିଲା
65 storys
ସ୍ମୃତିର କ' ଖ' ଗ'
Soumya Shubhadarshinee · 6 min read · 450 reads
କେତେ ଆବେଗରେ କୁହେ ଜେଜୀ ଦୋଳ କଥା । କେତେ ମୋହ ଲଗାଇ , ଆଖି ନଚେଇ , ମନ ରଜେଇ ଗପେ । କିନ୍ତୁ କେବେବି ଜାଣି ପାରେନା ସେ ଏବେ ଗାଁ ଭୂଇଁଠୁ ଯୋଜନ ଯୋଜନ ଦୂରରେ । ଶୋଭିତ ପାଖରେ , ବ୍ୟଙ୍ଗଲୋରରେ । ବୁଝି ପାରେନା ତା' ପୁଅ ବୋହୂ ଆଉ ନାହାନ୍ତି , ଗୋଟେ ଦୁର୍ଘଟଣାରେ ଚାଲିଗଲେଣି । ଶୋଭିତ ଏବେ ଏକା , ବିଲକୁଲ ଏକା !
Others
ଜବର ଖବର
Sunanda Mohanty · 2 min read · 215 reads
ଗୃହପାଳିତ ପଶୁ ହିସାବରେ ମଣିଷର କେତେ ଉପକାର କରୁଥିଲେ ବି ତା ପାଇଁ ଖାଦ୍ୟ,ଆଶ୍ରୟ ରୂପୀ ଗୁହାଳର ଅବସ୍ଥା ବଡ଼ ଦୟନୀୟ ମନେ ହୁଏ ।
Abstract
ପ୍ରଭେଦ
Rasmi Rekha Tripathy · 2 min read · 345 reads
ଏବେ ସୀମାର ପିଲାଟି ଉପରେ ଆଉ ବିରକ୍ତି ଭାବ ଆସୁ ନ ଥିଲା l ପ୍ରଥମ ଥର ପାଇଁ ସେ ଅନୁଭବ କଲା, ଲେଖିବା ଓ କରିବା ଭିତରେ କେତେ ପ୍ରଭେଦ ସତରେ l
Inspirational
ଗରୀବର ହୃଦୟ
Minakshi Samal · 2 min read · 426 reads
ମୋ ପୁଅ କୁଆଡେ ଆମକୁ ଛାଡି ଚାଲିଗଲା ଯେ ଆଉ ଆସିଲାନି।
Drama
ମାଗଣା ବଣ୍ଟନ
Seetaram Dash · 1 min read · 142 reads
ଗୋଟେ ମୃତ ପିତାଙ୍କ ନାମରେ ଅନ୍ତ୍ୟୋଦୟ କାର୍ଡ଼ରେ ୩୫ କେଜି ଚାଉଳ ସହ ଛ' ଜଣ ସଦସ୍ୟଙ୍କ ଅନ୍ୟ ଏକ ରାସନ କାର୍ଡରେ ୩୦ କେଜି ଚାଉଳ ମିଳୁଛି । ଏବେ ଜାଣିଲି ବେପରୁଆ ଖାଦ୍ୟ ନଷ୍ଟର ରହସ୍ୟ ଆଉ ତା ସହିତ ଆମର ଶାସନ ବ୍ୟବସ୍ଥା ।
Thriller
ଅଭୁଲା ସ୍ମୃତି
Alhadini Panigrahi dash · 2 min read · 514 reads
ଏଇ ଫନିଟା ଆସିଲା ବୋଲି ସିନା ଗାଁକୁ ପଳାଇ ଆସିଲ, ନହେଲେ ତୁ କିଏ ଆଉ ଏ ଗାଁ କିଏ "! ଅଭିମାନ ଭରା କଣ୍ଠ ଭାଇଙ୍କର । ଅପରାଧ ବୋଧରେ ମୁଣ୍ଡ ତଳକୁ କରିଦେଲେ ଦିପକ ।
Fantasy
Loading…
Next page →