English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ସୁଖଶାନ୍ତି
123 storys
ରାଣୀ
Sanuja Meghamala · 4 min read · 170 reads
ଯେଉଁ ଘରେ ନୂଆ ହୋଇ ଆସିଥିବା ବୋହୂ( ଝିଅର)ଟିର ମନକୁ ବୁଝି ଆପଣେଇ ନେଇ ସ୍ନେହ ମମତା ଦିଅନ୍ତି ଓ ଝିଅଟି ପ୍ରତିବଦଳରେ ସମାନ ସ୍ନେହ ଭକ୍ତି ଓ ସମ୍ମାନ ଦେବା ସହିତ କର୍ତ୍ତବ୍ୟ କରେ ସେ ପରିବାରଟିରେ ସୁଖ ଓ ଶାନ୍ତି ଭରିଯାଏ। ହସି ଉଠେ ସଂସାର।
Others
ମୟୂର ରାଜା
KRUTIBAS NAYAK · 5 min read · 203 reads
ପ୍ରଜାଙ୍କ ସୁରକ୍ଷା ପାଇଁ ମୋର ଅନେକ ଗୁରୁ ଦାୟିତ୍ୱ ରହିଛି | ମୁଁ ଲକ୍ଷ୍ୟ କରୁଛି, ଆମ ଦ୍ୱୀପ-ଜଙ୍ଗଲ ରାଜ୍ୟରେ କେତେଟା ବିଷଧର ସାପ ପଶି ପକ୍ଷୀମାନଙ୍କର ଅଣ୍ଡା ଆଉ ଛୋଟ ଛୁଆଙ୍କୁ ଖାଇ ଯାଉଛନ୍ତି |
Children
ଆକବର ବିରବଲ - ୭୯
ଓଡିଆ ଶିଶୁ ଗପ · 3 min read · 7.3K reads
ପ୍ରିୟ କହି ସୁଖ ପାଇବାଠାରୁ ଦୁଃଖ ମଧ୍ୟ ମୋର ନିମନ୍ତେ ସୁଖପ୍ରଦ ହୋଇଥାଏ ।
Children
ଆମ୍ବ ଖଟା
Aminilu Ray · 1 min read · 575 reads
ଜୀବନଟା ଏଇ ଅଛି, ଏଇ ନାହିଁ । ସୁଖ ଆସେ, ପୁ’ଣି ଚାଲିଯାଏ । ଚାଲିଗଲା ପରେ ଦେଇଯାଏ ଖାଲି ଦୁଃଖ ଆଉ ଯନ୍ତ୍ରଣା । ଶେଷରେ ପରିସ୍ଥିତି ଚକ୍ରରେ ପଡି ମଣିଷ ଦୁଃଖକୁ ଆପଣେଇ ନିଏ ।
Others
ସୁଖ
Akshayakumar Dash · 1 min read · 345 reads
ପ୍ରାଣ ଚାହେଁ ଅତିଇନ୍ଦ୍ରିୟ ସୁଖ । ଅତୀନ୍ଦ୍ରିୟ କହିଲେ ସୃଷ୍ଟିର ମୂଳ ତଥ୍ୟ । ଅହଂ ବ୍ରହ୍ମଅସ୍ମି । ତେଣୁ ସୁଖ କେବଳ ଇନ୍ଦ୍ରୟ ଲାଳସା କହିବା ।
Abstract
ଝୁଲନ୍ତା ଶବ
dhiresh kumar meher · 4 min read · 621 reads
ଏତିକି ବେଳେ ଗାଁର ପ୍ରାୟ ଲୋକ ସେଠାରେ ରୁଣ୍ଡ ହେଇଗଲେଣି ଏବଂ କବିତା ମାଉସୀ ମଧ୍ୟ ସେଠାରେ ପହଂଚିଗଲା । ସେ ସେହି ଫୋଟ ଚିତ୍ରକୁ ଦେଖି- "ହେ ଭଗବାନ ! ଏ କ’ଣ କଲ ? " କହି ତଳେ ସେଠାରେ ବସି ପଡ଼ିଲା । ତାର ଆଖିରେ ଥିଲା ଲୁହ, ପାଟି ଅଧା ଖୋଲା ଏବଂ ଦେହର କନା ଅଧଭିଜା । କିଛି କହିବା ଆଗରୁ ତାର ପାଟି ବନ୍ଦ ହେଇଗଲା କାରଣ ସେହି ଫୋଟ ଚିତ୍ର ଥିଲା ଏକ ଝୁଲନ୍ତା ଶବ ।
Tragedy
Loading…
Next page →