ମୁଁ ବି ପ୍ରତିଯୋଗିତାରେ ଭାଗ ନେବି
ମୁଁ ବି ପ୍ରତିଯୋଗିତାରେ ଭାଗ ନେବିDr Jharana Satapathy · 3 min read · 929 readsକି ଭାଗ୍ୟ ମୋର ଆଜିଠୁ ମୁଁ ସମୟର ସଦୁପଯୋଗ କରି କବିତା ଗଳ୍ପ ଲେଖିବି ।ମୋ ପୁଅ ତ ଛତରାବାତରା ହୋଇ ବୁଲୁଛି ତା ମୋବାଇଲ ଧରି ।ମଉସାକୁ କହି ମୋ ପାଈଁ ଗୋଟିଏ ନୂଆ ଫୋନ ଆଣିବି ।ଷ୍ଟୋରିମିରର୍ ପ୍ରତିଯୋଗିତାରେ ଭାଗ ନେବି।ତୁ ଯାଇ ଏଠି ସମସ୍ତଙ୍କୁ ଷ୍ଟୋରିମିରର୍ ବିଷୟରେ କହିଦେଇ ଆସେ ।ଅଧିକାଂଶ ସ୍ତ୍ରୀଲୋକ ଘରର କାମଧାମ ସରିଲା ପରେ ଖାଲି ସାହି ପଡିଶା ସହ ଗପି ଗପି ସମୟ ବରବାଦ କରନ୍ତି ।ସେମାନଙ୍କ ପାଖରେ ପ୍ରତିଭା ଥିଲେ ମଧ୍ୟ ତାକୁ ବିକଶିତ କରିବାର ଜାଣନ୍ତି ନାହିଁ ।Inspirational