Fantasy · Top ranked
ଓଡ଼ିଆ · poems
- କବିତା ସବିତାJumarnath Patra · 1 min read · 998 readsଆଉ ତମଠୁ କମା(,) ଉଠେଇଲି
ଆସ ଉତୁରି ଆସ କଲମ ମୁନରୁ
କାଗଜ କୁ ସଜେଇ ହେଇ ନହେଲେ
ପୁଙ୍ଗୁଳା ହେଇ ..Fantasy
- ଶୀତଳ ପବନParesh Kumar Biswal · 1 min read · 846 readsଶୀତଳ ପବନ ବହିବା ମାତ୍ରକେ
ଆସେ କେତେ ନୂଆଁ ଆଶା,
ମନରେ ଉଲ୍ଲାସ ଭରି ଦେଇ ପୁଣି
ବୁଝେ ମୋ ମନର ଭାଷା।Fantasy
- ମାୟା ମରିଚୀକାପ୍ରଶାନ୍ତ କୁମାର ବେହେରା · 1 min read · 403 readsବିଶ୍ୱାସ ଘାତକତା ସହି ସହି
ଅନେକ ଅକୁହା କଥା
ମନରେ ସାଇତିରଖି
କେବଳ ଗୁଡେ
ନର୍କ ଯନ୍ତ୍ରଣା ପାଇ ଚାଲିଛି lFantasy
- ଟିଭି ଆଉ ବୋଉGirija Prasanna Prusty · 2 min read · 541 readsହେ ଟିଭିର ଚରିତ୍ର ମାନେ
ତୁମେ ଏବେ ଟିଭି ର ନୁହେଁ,,
ମୋ ଘର ଭଳି
ଅନେକ ଘରର ଜଣେ ଜଣେ ।Fantasy
- ଡର୍Swapna Meher · 1 min read · 903 readsକନ୍ଟା କେ ମୁଇ ନି ଡରେ କେଭେ,
ଡରସି ମୁଇ ଫୁଲ୍ କେ କେତେ,
ଯେ ଦେସି ଦରଦ୍ ହସି ହୁରଦ୍ କେ,
ଡରୁଥିସିଁ ବଢା ସେ ଫୁଲ୍ କେ ସତେ।Fantasy
- ଦେବ ସିଏ ରଙ୍ଗମାଖିବି. ନିରୁପମା · 1 min read · 799 readsଏ ଫୁଲକୁ କିସ କହୁଛୁ ଭୁଲେଇ
ସିଏ ତ ନିରୀହା ଭାରି ,
ବୁଝିପାରିବନି ତୋ କପଟ କିଛି
ଭୁଲାନା ଛଳନା କରିFantasy
- ଫଗୁଣ ଫଗୁBaijayanti Sahoo · 1 min read · 835 readsଚୋରା ଚଇତିର ପହିଲି ଛୁଆଁରେ
ନାଲି,ନେଳି ରଙ୍ଗ ମାରି ପିଚକାରି
ଖିଲିଖିଲି ହସି ହସାଇ ସଭିଙ୍କୁ
ମେଳିହୋଇ ଖେଳି ଫଗୁ ଚାଚେରୀ ।Fantasy
- ଆଗନ୍ତୁକSARATA KUMAR DAS · 1 min read · 10.8K readsପାଦଚାପି ଧୀରେଧୀରେ
ଅକାଳେ ସକାଳେ କେବେ କେଉଁଦିନ
ବିସ୍ମୃତିର ପଥଧାରେ
ଜୀବନ୍ଯାସ ପାଇଯିବେ କାଳେ
ମଲାସ୍ବପ୍ନମାନେ ଭଙ୍ଗାମନର କବର ତଳେ ।।Fantasy
- ପ୍ରିୟ ପକ୍ଷୀDr. Shiba Prasad Tripathy · 1 min read · 18.3K readsସୂର୍ଯ୍ୟସ୍ନାତ କରି
ସେଦିନ ଯାହା ଫେରିଥିଲି
ଅମଡା ବାଟ
ବାଟ ହୁଡିଗଲି
କାହିଁ କେତେ ଦୂର
ବନସ୍ତେ ରହିଲି !!!Fantasy
- ବଦଳି ଯାଇଛି ମୋ ଗାଆଁପ୍ରଶାନ୍ତ କୁମାର ବେହେରା · 1 min read · 20.3K readsଗାଆଁରେ ଏବେ ରହିଥିବା
କିଛି ଅସହାୟ ମଣିଷ
ଖୁବ୍ ସୁଖ ଶାନ୍ତିରେ ଥିବାର
ସୁନ୍ଦର ଭର୍ ପୁର୍
ଅଭିନୟ କରିବାରେ ବ୍ୟସ୍ତ lFantasy
- ଜୀବନ ଗୀତା-୨୭୩Geeta Sarangi · 1 min read · 925 readsଆଶା ଆଶ୍ୱାସନା ସେନେହଁ ମମତା
ମରିମରି ସବୁଯାଏ
ସୁନାର ସଂସାର ଚୂନା ହୋଇଯାଏ
ନରକ ବନେ ସରଗ ॥Fantasy
- ସେ ନଥିବା ମଣିଷ ପାଇଁKajal Swain · 1 min read · 555 readsସେ ତ ଅଦିନ କୁହୁଡି ଟିଏ
ଏଇ ଅଛି ଏଇ ନାହିଁ ତାର ସେ ଅସ୍ତିତ୍ବ
ତୁ କାଇଁ ତାପାଇଁ ଝୁରୁFantasy
- ଘର କାନ୍ଦେ ଗୁମୁରିSwagatika Mishra · 2 min read · 361 readsଶଙ୍ଖ ମଲ ମଲ କୋଠା
ଆକାଶ ଛୁଆଁ
ହେଲେ,
ବାପା ଙ୍କ ଆକଟ ଛାତ
ଆଉ ବୋଉ ର ଝଡ଼ବାରେଣି ପଣତ ବିନା
କୋଠା କଣ ଘର ହେଇ ପାରେ!Fantasy
- ଭଗ୍ନ ପାନ୍ଥଶାଳାSARATA KUMAR DAS · 1 min read · 26.4K readsପରିଚୟ ନଥାଏ କାହା ସହ କାହାର
ରାତିର ରଜନୀଗଂଧା ସକାଳକୁ ବାସହରା
ଠିକ୍ ମଂଚ ର ଚରିତ୍ର ମାନଙ୍କ ଭଳି ଓ
ମୋ ଭଳି ହତଭାଗ୍ଯ ଦର୍ଶକମାନଙ୍କ ଭଳି।।Fantasy
- ନାଁ ନଥିବା ଗାଁBalabanta Sahu · 2 min read · 12.7K readsମୁଁ ତମମାନଙ୍କର;
ଆସ..ଆମେ ସମସ୍ତେ ମିଶି
ଜୀବନ ଖୋଜିବା..
ଏମିତି ସେମିତି ଜୀବନ ନୁହଁ
ନଈ ଆରପାରିର ଜୀବନ...Fantasy
- ସ୍ମୃତି ଚୋରାବାଲିSujata Mohapatra · 1 min read · 9.8K readsପୁଣି ଥରେ ଏକାକାର ହେଇଯିବା
ସେହି ଗାଢ଼ ରାତି ଟି ଭିତରେ
ସ୍ମୃତି ର ବେଳାଭୂମି ଆଉ ସମୁଦ୍ର ର ଲହଡି ଭିତରେ....
ଚାଲନା ..Fantasy
- ଜୀବନ ଗୀତା-୨୬୫Geeta Sarangi · 1 min read · 521 readsଦିବ୍ୟ କରୁଣାରେ ଭରେ
ସ୍ୱର୍ଗସୁଖ ଲାଭକରେ
ଥାଇ ପୃଥିବୀ ପୃଷ୍ଠରେ
ହୁଅଇ ସନ୍ତୋଷମୟ
ଏ ସାରା ଜଗତ ॥Fantasy
- ରାଲିଆGirija Prasanna Prusty · 1 min read · 730 readsସବୁ ରାଲି ଯାଉଥିବା ମୁଁ ଗୋଟେ ରାଲିଆ
ବାପା ଧନ ଖାଉଥିବା ନୁହେଁ କୁଳାଙ୍ଗାର
କମିକା ମୁଁ,,
ନୁହେଁ ମୁଁ ବେକାର ।Fantasy
- ମୁଁ - ଭିନ୍ନତାର ଏକ ସ୍ୱରDr Mousumi Parida · 2 min read · 479 readsଏ ବି ନିଜଭିତର ର ଗୋଟେ ନିଆରା ଖୋଜ୍, ଯାହାପରେ ଆଉ ଖୋଜିବାକୁ ପଡେନି ଗୋଟେ ଛଳନାଭରା ବିଷାକ୍ତ ଓ ଅଭିଶପ୍ତ ସକାଳକୁ !Fantasy
- ପାଗଳ ମହୁମାଛିSoubhagya Sahu · 1 min read · 393 readsଅଧରେ ଟିକେ ମହୁଥିବ,
ତୁମକୁ ଅନେଇ ଅନେଇ,
ଡେଣାଗୁଡା ମାଟିହେଇଯାଇଥିବ,
ଉପର ମୁହାଁ ହେଇ ଗୋଡ଼ଟାକୁ ଟେକି ପଡିଥିବ।।Fantasy
Loading…